ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ରିନଲ୍ଟ ନିଜର ଦୁଇ ନୂତନ ମଡେଲ କାରର ଲୋକପ୍ରିୟତା ବଢିବାରେ ଲାଗିଛି। ଏହାର ଦୁଇ ମଡେଲ ଡଷ୍ଟର ଓ କ୍ୱିଡର ଆକର୍ଷଣୀୟ ରୂପ ଗ୍ରାହକଙ୍କୁ ଆକୃଷ୍ଠ କରିବାରେ ଲାଗିଛି। ରିନଲ୍ଟ କ୍ୱିଡ ବେଷ୍ଟ ଏମପିବି ଲଞ୍ଚ କରିବା ନେଇ ପ୍ରସ୍ତୁତ ଚଳାଇଛି। ସୂଚନାଯୋଗ୍ୟ ଯେ ଭାରତରେ ରିନଲ୍ଟର ଏକ ଲଞ୍ଜି ଏମପିଭି ରହିଛି। ଏହାର କମ ବିକ୍ରି ହେଉଥିବା ଜଣାପଡୁଛି।
କ୍ୱିଡ କାରରେ ହେଚବ୍ରେକ ସୁବିଧା ରହିଛି। ଏହି କାରର ବିଶେଷ ସୁବିଧା ଅଧିକ ଖବର ଦିଆଯାଇନାହିଁ। ୧.୫ ଲିଟର ଡିଜେଲ ଇଞ୍ଜିନ, ୮୫ ବିଏଚପି ଓ ୨୦୦ ଏନଏମ ଆଉଟପୁଟ ରହିଥିବା ଅନୁମାନ କରାଯାଉଛି।
ଆସୁଛି ରିନଲ୍ଟ ଏମପିଭିର ନୂଆ ମଡେଲ କାର
Popular Categories



