www.samajalive.in
Saturday, December 6, 2025
19.1 C
Bhubaneswar

ଲାଦେରପାଲି ଛକରେ ଭାରସାମ୍ୟ ହରାଇ ଓଲଟିଲା ଆଇଚର୍ ଟ୍ରକ୍

ରେଙ୍ଗାଲିକ୍ୟାମ୍ପ : ବରଗଡ ଜିଲ୍ଲା ଅତାବିରା ମଧ୍ୟ ଦେଇ ଯାଇଥିବା ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର – ବରଗଡ ୱେ ଲାଦେରପାଲି ଛକ ଏଫସିଆଇ ସ୍ଥିତ ହନୁମାନ ମନ୍ଦିର ନିକଟରେ ଭୋର୍ ପାଖାପାଖି ୪ଟା ସମୟରେ ଭାରସାମ୍ୟ ହରାଇ ଆଇଚର୍ ୩୦୧୫ ଗାଡ଼ି ଓଲଟି ପଡିଛି। ରାଞ୍ଚିରୁ ୧୦ଟନ୍ ଷ୍ଟିଲ ତାର ବୋଝେଇ କରି ମହାରାଷ୍ଟ୍ର ଅଭିମୁଖେ ଯିବା ସମୟରେ ଲାଦେରପାଲି ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ସର୍ଭିସ୍ ରୋଡରେ ଟ୍ରକଟି ଓଲଟି ପଡ଼ି ଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ଚାଳକ, ହେଲପର୍‌ ସମେତ ରାଜପଥରେ ଯାତାୟାତ କରୁଥିବା ଲୋକେ। ଟ୍ରକଟି ସର୍ଭିସ୍ ରୋଡରେ ପଡ଼ି ରହିଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ଯିବା ଆସିବାରେ ବାଧା ପ୍ରାପ୍ତ ଦେଖାଦେଇଛି। ଚାଳକ ଅତୁଲ ଗାଡ଼ଗି (୩୪) ସାମାନ୍ୟ ଆହତ ହୋଇଥିବା ବେଳେ ହେଲପର୍‌ ସଂକେତ ମଲ୍ଲିକ (୩୩) ବର୍ତ୍ତି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅତାବିରା ପୁଲିସ ଓ ରାଜରାସ୍ତା ନିର୍ମାଣକାରୀ ସଂସ୍ଥାର ପାଟ୍ରୋଲିଂ ଟିମ୍ ପହଞ୍ଚି ଆହତ ଚାଳକଙ୍କୁ ଚିକିତ୍ସା କରିବା ସହ ପ୍ରାରମ୍ଭିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଏହି ୫ ରାଶିଙ୍କୁ ଭାଗ୍ୟଶାଳୀ କରିବେ ବୃହସ୍ପତି: ଧନର ବର୍ଷା ସହ ହେବ ବିବାହ..

ଦେଖନ୍ତୁ ଭିଡିଓ; ଜଗତସିଂହପୁର ଶିଆଳି ବେଳାଭୂମିରେ କୁମ୍ଭୀର, ଅଞ୍ଚଳବାସୀ,ପର୍ଯ୍ୟଟକ ଭୟଭୀତ..

- Advertisement -

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories