ରେଙ୍ଗାଲି: ରେଙ୍ଗାଲି ବ୍ଲକ ଠେଲକୋଲୋଇ ଥାନା ଅନ୍ର୍ଗତ ବମାଲୋଇ ପଞ୍ଚାୟତର ତିଲେଇମାଲ ଗ୍ରାମରେ ପୁଲିସ ଚଢଉ କରି ୪୦ ଲିିଟର ଦେଶୀ ମହୁଲି ମଦ ଜବତ କରିିବା ସହିତ ୨ କୁଇଣ୍ଟାଲ୍ ମହୁଲ ପୋଚ ନଷ୍ଟ କରି ମଦ ରନ୍ଧାରେ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତ ବ୍ରହ୍ମନନ୍ଦ ଓରାମ (୪୦) ପୁଲିସ ଚଢ଼ାଉର ସୁରାକ୍ ପାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବୋଲି ଠେଲକୁଲି ଆଇଆଇସି ବିଧୁଭୂଷଣ ମିଶ୍ର କହିଛନ୍ତି। ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଜାରି ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।
Popular Categories



