www.samajalive.in
Saturday, December 6, 2025
23.1 C
Bhubaneswar

ଲ୍ୟାଣ୍ଡଲାଇନ ବିସ୍ପୋରଣ ଆଶଂକା ; ସନ୍ଦେହଜନକ ଟିଫିନ ଉଦ୍ଧାର

ରାୟଗଡା : ରାୟଗଡା ଜିଲା କଲର୍ଭଟ ତଳୁ ଏକ ସନ୍ଦେହଜନକ ଟିଫିନ ଜବତ କରାଯାଇଛି। ବିଷମକଟକ ରାସ୍ତା ଡଙ୍ଗରବାଙ୍କ ନିକଟରୁ ଏହି ଟିଫିନ ଜବତ କରାଯାଇଛି। ଏହି ଟିଫିନଟିକୁ ତାଳପତ୍ର ଦ୍ୱାରା ଘୋଡାଯାଇଥିଲା। ଏହି ଟିଫିନକୁ ସିଆରପିଏଫ୍‍ ଜବାନ ଠାବ କରିଥିଲେ। ଲ୍ୟାଣ୍ଡମାଇନ ସନ୍ଦେହରେ ରାସ୍ତାର ଉଭୟ ପଟରୁ ଯାନବାହାନ ଚଳାଚଳ ବନ୍ଦ ରହିଥିଲା।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories