ବଂଶଧାରାରେ ୨ ନାବାଳକ ନିଖୋଜ
ରାୟଗଡ଼ା: ବଂଶଧାରା ନଦୀରେ ବୁଡ଼ି ୨ ନାବାଳକ ନିଖୋଜ ହୋଇଥିବା ସୂଚନା ମିଳିଛି। ଚନ୍ଦ୍ରପୁର ମୀନାଝୋଲା ଶୈବପୀଠ ବୁଲିଯାଇଥିବାବେଳେ ଏହି ଅଘଟଣ ଘଟିଛି। ୨ ନାବାଳକ କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ଶ୍ରୀରାମପୁର ଗାଁର ବୋଲି ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ଦ୍ବାରା ଖୋଜାଖୋଜି ଜାରି ରଖିଛି।
Comments are closed.