www.samajalive.in
Monday, December 15, 2025
16.1 C
Bhubaneswar

ସହରର ଖଲାସୀଙ୍କୁ ସହାୟତାର ହାତ ବଢ଼ାଇ ମାନବିକତା ଦେଖାଇଲେ ଔଷଧ ଦୋକାନୀ

ନବରଙ୍ଗପୁର:  ନବରଙ୍ଗପୁର ସହରର ଖଲାସୀଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଔଷଧ ଦୋକାନୀ । କରୋନା ମହାମାରୀ ସମୟରେ ସମସ୍ତ ଗାଡି ମୋଟର ବନ୍ଦ ରହିବା କାରଣରୁ ରୋଜଗାରର ପନ୍ଥା ହରାଇ ବସିଥିବା ନବରଙ୍ଗପୁର ସହରର ରାମ ମନ୍ଦିର, ଶାସ୍ତ୍ରୀ ଭବନ ଏବଂ ନୁଆଁ ବସଷ୍ଟାଣ୍ଡର ଖଲାସୀଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ସହରର ଔଷଧ ଦୋକାନୀ । ସହରର ମୋଟ ୪୦ଟି ଖଲାସୀ ପରିବାରଙ୍କୁ ୫ କୁଇଣ୍ଟାଲ ଚାଉଳ ଏବଂ ଖଲ।ସି ମାନଙ୍କୁ ମାସ୍କ ପ୍ରଦାନ କରିଛନ୍ତି । କରୋନା ମହାମାରୀ ସମୟରେ କୌଣସି ରୋଜଗାର ନଥିବାରୁ ବହୁ କଷ୍ଟରେ ଏହି ଖଲାସୀ ପରିବାର ଚଳୁଥିବାରୁ ଏହିଭଳି ପଦକ୍ଷେପ ନିଆଯାଇଥିବା ଔଷଧ ଦୋକାନୀଙ୍କ ପାଖରୁ କୁହ।ଯାଇଛି । ଆଜିର ଏହି ବସଷ୍ଟାଣ୍ଡ ଖଲ।ସୀଙ୍କୁ ଚାଉଳ ଏବଂ ମାସ୍କ ପ୍ରଦାନ ସମୟରେ ନବରଙ୍ଗପୁର ସହରର ଔଷଧ ଦୋକାନୀ ବିଜୟ କୁମାର ମହାପାତ୍ର, ୟୁ ଅରୁଣ, ଭି ପ୍ରଭାକର ରାଓ, ଭି ଭେଙ୍କେଟ ରାଓ, ଏନ କ।ଲା କ୍ରିଷ୍ଣା, ଏମ ଆନନ୍ଦ ରାଓ, ଜି ଅଶୋକ କୁମାରଙ୍କ ସମେତ ସହରର ସମସ୍ତ ଔଷଧ ଦୋକାନୀ ଉପସ୍ଥିତ ରହିଥିଲେ ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories