www.samajalive.in
Saturday, December 6, 2025
14.1 C
Bhubaneswar

ବିରଳ ଦୃଶ୍ୟ: ମହାବଳ ସାଙ୍ଗରେ ବୁଲୁଛି କଳାବାଘ

ବାରିପଦା: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଭୟାରଣ୍ୟରେ ମହାବଳ ବାଘ ସହ କଳାବାଘ (ମିଲାନିଷ୍ଟିକ ଟି-୧୮) କାନ୍ଧକୁ କାନ୍ଧ ମିଶାଇ ବୁଲୁଥିବା ବିରଳ ଦୃଶ୍ୟ ବନ ବିଭାଗ କ୍ୟାମେରାରେ ଧରା ପଡ଼ିଥିବା ପିସିସିଏଫ୍‌‌ ସୁଶାନ୍ତ ନନ୍ଦ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ‘ଏକ୍ସ’ରେ ସୂଚନା ଦେଇଛନ୍ତିି। ଏହି ବିରଳ ଦୃଶ୍ୟ ବର୍ତ୍ତମାନ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ସହିତ ପରିବେଶବିତ୍‌‌ଙ୍କ ମଧ୍ୟରେ ଏକ ନୂତନ ଆଶା ସଂଚାର କରିଛି। ଆଗାମୀ ଦିନରେ ଏଥିନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଦ୍ୱାରା ଅଧିକ ଗବେଷଣା କରାଯିବା ସକାଶେ ଏକ ନୂତନ ଦିଗନ୍ତ ସୃଷ୍ଟି ହେବ ବୋଲି କୁହାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories