ଭୁବନେଶ୍ୱର: ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ଭୁବନେଶ୍ୱରରେ ୬.୬୫ ପ୍ରତିଶତ, କଟକରେ ୭.୩୨ ପ୍ରତିଶତ, ଢେଙ୍କାନାଳରେ ୭.୯୫ ପ୍ରତିଶତ, କେନ୍ଦୁଝରରେ ୮.୭୪ ପ୍ରତିଶତ, ପୁରୀରେ ୬.୮୭ ପ୍ରତିଶତ ଏବଂ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୭.୦୯ ପ୍ରତିଶତ ହୋଇଛି।



