ଭୁବନେଶ୍ଵର: ଆକାଶରେ ଦେଖାଯିବ କଳା ଜହ୍ନ। ଚଳିତବର୍ଷ ଆକାଶରେ ବିରଳ ଜହ୍ନ ଦେଖିବାକୁ ମିଳିବ । ଏସିଆ , ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ। ମଙ୍ଗଳବାର ଭାରତରେ ଭୋର୍ ୪ଟାରେ କଳା ଜହ୍ନ ଦୃଶ୍ୟମାନ ହେବ । ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡିଲେ ଏହା ଦୃଶ୍ୟମାନ ହୁଏ।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!