ନିଖୋଜ ନାବାଳିକାଙ୍କ ମୃତ ଦେହ ଉଦ୍ଧାର

0

କଟକ: ଶୁଦସାଇଲୋ ଗାଁରୁ ନିଖୋଜ ନାବାଳିକା ଘଟଣାର ପୁଲିସ ପର୍ଦ୍ଦାଫାସ୍ କରିଛି । ଗଣଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି । ଦୁର୍ବୃତ୍ତମାନେ ହତ୍ୟା ପରେ ମୃତଦେକୁ କୁଣ୍ଡାଗାଁରେ ପୋତି ଦେଇଥିଲେ । ସାଇଣ୍ଟିଫିକ୍ ଟିମ୍ ଏବଂ ପୁଲିସ ଉପସ୍ଥିତିରେ ମାଟି ତଳୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି  ।

ଗତ ଫେବ୍ରୁଆରୀ ୧୧ ତାରିଖରୁ ନାବାଳିକା ଜଣଙ୍କ ନିଖୋଜ ଥିଲେ । ଏହି ମାମଲାରେ ପୁଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Leave A Reply