www.samajalive.in
Monday, December 15, 2025
14.1 C
Bhubaneswar

ଭାରତ-ପ୍ରଶାନ୍ତ ମହାସାଗରୀୟ ଆଞ୍ଚଳିକ କଥାବାର୍ତ୍ତା ୨୦୨୧ ଆରମ୍ଭ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆତଙ୍କବାଦ, ଜଳଦସ୍ୟୁ କାର୍ଯ୍ୟ, ନିଶାଦ୍ରବ୍ୟ ଚୋରା କାରବାର ଓ ଜଳବାୟୁ ପରିବର୍ତ୍ତନ ସମସ୍ୟା ଭଳି ଚ୍ୟାଲେଞ୍ଜ ଗୁଡ଼ିକ ବୃଦ୍ଧି ପାଉଥିବାରୁ ଏଗୁଡ଼ିକ ସେହି ଅଞ୍ଚଳ ପାଇଁ ଏକ ନୂଆ ସମସ୍ୟା ଭାବେ ଉଭା ହୋଇଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଆଞ୍ଚଳିକ କଥାବାର୍ତ୍ତା ୨୦୨୧ର ଉଦ୍‍ଘାଟନୀ ଅଧିବେଶନରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଶ୍ରୀ ସିଂହ କହିଛନ୍ତି, ଏହିସବୁ ସମସ୍ୟାଗୁଡ଼ିକ ସେହି ଅଞ୍ଚଳର ରାଷ୍ଟ୍ରଗୁଡ଼ିକ ପ୍ରତି ଘୋର ବିପଦ ସୃଷ୍ଟି କରୁଛି। ସେ ଦୃଷ୍ଟିରୁ ଏହା ଉପରେ ସାମୂହିକ ସହଯୋଗର ଆବଶ୍ୟକତା ଦେଖାଦେଇଛି। ସାମୁଦ୍ରିକ ପ୍ରସଙ୍ଗଗୁଡ଼ିକରେ ସାମୁହିକ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବାକୁ ସେ ଗୁରୁତ୍ୱାରୋପ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଭାରତ ସାମୁଦ୍ରିକ ସମ୍ବନ୍ଧୀୟ ଜାତିସଂଘ ଆଇନ୍‍ ଅନୁସାରେ ପ୍ରତ୍ୟେକ ରାଷ୍ଟ୍ରର ଅଧିକାରକୁ ସମ୍ମାନ ଦେବାକୁ ପ୍ରତିଶ୍ରୁତିବଦ୍ଧ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories