www.samajalive.in
Friday, December 5, 2025
17.1 C
Bhubaneswar

ପୋଖରୀରୁ କୁମ୍ଭୀର ଉଦ୍ଧାର

ରାଜନଗର : କେନ୍ଦ୍ରାପଡା ରାଜନଗର ବ୍ଲକ ହାତିନା ପଞ୍ଚାୟତ ଏଣ୍ଡୁଳାପୁର ଗ୍ରାମର ଦିବାକର ସେଠୀଙ୍କ ପୋଖରୀରୁ ଉଦ୍ଧାର ହୋଇଛି କୁମ୍ଭୀର । ୬ ଫୁଟ ଲମ୍ବର ଏହି କୁମ୍ଭୀରଟିକୁ ବନ କର୍ମଚାରୀ ମାନେ ଜାଲ ସାହାଯ୍ୟରେ ଉଦ୍ଧାର କରିଛନ୍ତି। ଫରେଷ୍ଟର ବିଜୟ ପାତ୍ରଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ ଦୋଳଗୋବିନ୍ଦ ନାୟକ, ସଙ୍ଗୀତା ସ୍ବାଇଁ, ସବିତା ବେହେରାଙ୍କ ସହ କର୍ମଚାରୀ ମନୋରଞ୍ଜନ ସାହୁ, ଅକ୍ଷୟ ଜେନା, ଦୁର୍ଯ୍ୟୋଧନ ଦାସ, ସୁବାଷ ମାଝି, ଚନ୍ଦନ ମଳିକ ପ୍ରମୁଖ ସାମିଲ ହୋଇ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ। ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବଙ୍କ ନିର୍ଦ୍ଦେଶକ୍ରମେ ଉଦ୍ଧାର କୁମ୍ଭୀରଟିକୁ ଭିତରକନିକା ଜାତୀୟ ଉଦ୍ୟାନର ହାବୋଳ କ୍ରୀକରେ ଛାଡିଛନ୍ତି।

ଦୁର୍ଲ୍ଲଭ ରାଜଯୋଗ :ଏହି ରାଶିଙ୍କ ଉପରେ ବର୍ଷିବ ଶନି-ଶୁକ୍ରଙ୍କ କୃପା, ହଠାତ୍‌ ହେବେ ଧନୀ, କିଣିବେ ଘର,ଗାଡି..

ବଢିଲା ସାମ୍ବାଦିକଙ୍କ ପେନ୍‌ସନ୍‌ – ସରକାରଙ୍କ ବଡ ଘୋଷଣା

- Advertisement -

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories