ବଢିଲା ସାମ୍ବାଦିକଙ୍କ ପେନ୍ସନ୍ – ସରକାରଙ୍କ ବଡ ଘୋଷଣା
ପାଟନା : ସାମ୍ବାଦିକଙ୍କ ପାଇଁ ଖୁସି ଖବର । ବଢିଲା ସାମ୍ବାଦିକଙ୍କ ପେନ୍ସନ୍ । ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଉ ଏକ ଭେଟି ଦେଇଛନ୍ତି । ସାମାଜିକ ସୁରକ୍ଷା ପେନ୍ସନ୍ ପରେ ଏବେ ମାନ୍ୟତାପ୍ରାପ୍ତ ସାମ୍ବାଦିକଙ୍କୁ ବିହାର ‘ସାମ୍ବାଦିକ ସମ୍ମାନ ପେନ୍ସନ୍ ଯୋଜନା’ର ରାଶି ମଧ୍ୟ ବୃଦ୍ଧି ହୋଇଛି । ବର୍ତ୍ତମାନ ସାମ୍ବାଦିକ ସମ୍ମାନ ଯୋଜନା ପେନ୍ସନ୍ ଅନୁଯାୟୀ, ୬ ହଜାର ବଦଳରେ ୧୫ ହଜାର ପ୍ରତି ମାସରେ ମିଳିବ । … Continue reading ବଢିଲା ସାମ୍ବାଦିକଙ୍କ ପେନ୍ସନ୍ – ସରକାରଙ୍କ ବଡ ଘୋଷଣା
Copy and paste this URL into your WordPress site to embed
Copy and paste this code into your site to embed