www.samajalive.in
Saturday, December 6, 2025
15.1 C
Bhubaneswar

ଆଜି ହାଇଦ୍ରାବାଦ-ରାଜସ୍ଥାନ ଲଢେଇ: ଫାଇନାଲରେ ସ୍ଥାନ ପାଇଁ ହେବ ଟକ୍କର

ଚେନ୍ନଇ: ଚଳିତ ଆଇପଏଲ ସଂସ୍କରଣରେ ଫାଇନାଲ ଖେଳିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲସ୍‌‌ ମଧ୍ୟରେ ଆଜି କଡା ମୁକାବିଲା ହେବାକୁ ଯାଉଛି। କ୍ୱାଲିଫାୟର-୧ ଜିତି କଲକାତା ନାଇଟ୍‌‌ ରାଇଡର୍ସ ଫାଇନାଲରେ ସ୍ଥାନ ପକ୍କା କରି ସାରିଥିବା ବେଳେ ଶୁକ୍ରବାର ଯେଉଁ ଟିମ୍‌‌ ବିଜେତା ହେବ ସେ ଫାଇନାଲରେ ମୁକାବିଲା କରିବ। ରାଜସ୍ଥାନ ପ୍ରଥମ ୯ଟି ମ୍ୟାଚରୁ ୮ଟି ଜିତିଥିଲା। ହେଲେ ଶେଷ ୫ଟି ମ୍ୟାଚରୁ ରାଜସ୍ଥାନ ଗୋଟିଏ ମଧ୍ୟ ଜିତିନଥିଲା। ତେବେ ଫର୍ମରେ ଥିବା ଆରସିବିକୁ ହରାଇ ରାଜସ୍ଥାନ କ୍ୱାଲିଫାୟର ୨ରେ ପହଞ୍ଚିଛି।
ସେପଟେ ବ୍ୟାଟିଂ ବଳରେ ଆଗକୁ ବଢିଥିବା ସନରାଉଜର୍ସ ହାଇଦ୍ରାବାଦ କେକେଆର ବିପକ୍ଷ ମ୍ୟାଚରେ ଫେଲ ମାରିଥିଲା। ବ୍ୟାଟିଂରେ ସୁଧାର ଆଣଇ ଟିମ ଆଜି ପଡିଆକୁ ଓହ୍ଲାଇବାକୁ ପ୍ରୟାସ କରିବ। ଉଭୟ ହାଇଦ୍ରାବାଦ ଓ ରାଜସ୍ଥାନ ଥରେ ଲେଖାଏଁ ଆଇପିଏଲ୍‌‌ ଟ୍ରଫି ଜିତି ସାରିଥିବା ବେଳେ ୨ୟ ଥର ଟାଇଟଲ ହାତେଇବାକୁ ଜୋରଦାର ପ୍ରୟାସ କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories