ରଜନୀକାନ୍ତଙ୍କ ପତ୍ନୀଙ୍କ ବିରୋଧରେ ଚାଲିବ ଠକେଇ ମାମଲା

0

ଚେନ୍ନଇ : ତାମିଲ ସୁପରଷ୍ଟାରରୁ ରାଜନେତା ପାଲଟିଥିବା ରଜନୀକାନ୍ତଙ୍କ ପତ୍ନୀ ଲଥା ରଜନୀକାନ୍ତଙ୍କ ବିରୋଧରେ ଠକେଇ ମାମଲା ଚାଲୁ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ଲଥାଙ୍କ ବିରୋଧରେ ଚାଲିବାକୁ ଥିବା ଠକେଇ ମାମଲାକୁ ରଦ୍ଦ କରିଦେଇଥିଲେ। ହାଇକୋର୍ଟଙ୍କ ଏହି ନିର୍ଦେଶକୁ ସୁପ୍ରିମକୋର୍ଟ ଖାରଜ କରିବା ପୂର୍ବକ ମାମଲା ଚାଲୁ କରିବାକୁ ଅନୁମତି ଦେଇଛନ୍ତି। ମାମଲାରୁ ଜଣାଯାଇଛି ଯେ ରଜନୀକାନ୍ତଙ୍କ ପତ୍ନୀ ଏକ ବିଜ୍ଞାପନ କମ୍ପାନୀକୁ ୬କୋଟି ୨୦ଲକ୍ଷ ଟଙ୍କା ଦେବାକୁ ଥିବାବେଳେ ଏହାକୁ ସେ ପୈଠ କରି ନଥିଲେ।

Leave A Reply