ସାକ୍ଷୀଗୋପାଳ: ସାକ୍ଷୀଗୋପାଳ ବଜାର ରେଳ ଫାଟକ ନିକଟରେ ପ୍ରସ୍ତାବିତ ରେଳ ଓଭରବ୍ରିଜ ନିର୍ମାଣ ନିମନ୍ତେ ରେଳବାଇ ଓ ପୂର୍ତ୍ତ ବିଭାଗ ତରଫରୁ ମିଳିତ ଅନୁଧ୍ୟାନ କରାଯାଇଛି। ଏହି ଅନୁଧ୍ୟାନ କାର୍ଯ୍ୟରେ ରେଳବାଇର ବରିଷ୍ଠ ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ। ସାକ୍ଷୀଗୋପାଳ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ନାୟକ ସହଯୋଗ କରିଥିଲେ।
Popular Categories



