www.samajalive.in
Saturday, December 6, 2025
14.1 C
Bhubaneswar

ରାଡୁକାନୁ କରୋନା ସଂକ୍ରମିତ

ଲଣ୍ଡନ୍‌, : ଚଳିତବର୍ଷ ୟୁଏସ୍ ଓପନ୍‌ ଚମ୍ପିଆନ୍ ହୋଇଥିବା ବ୍ରିଟେନ୍‌ର ମହିଳା ଟେନିସ ଖେଳାଳି ଏମ୍ମା ରାଡୁକାନୁ କରୋନା ସଂକ୍ରମିତ ହୋଇଛନ୍ତି। ଫଳରେ ଚଳିତମାସ ୧୬ରୁ ୧୮ ପର୍ୟ୍ୟନ୍ତ ଆବୁଧାବିରେ ହେବାକୁ ଥିବା ପ୍ରଦର୍ଶନୀ ଟୁର୍ଣ୍ଣାମେଣ୍ଟରୁ ୧୯ ବର୍ଷ ବୟସ୍କା ରାଡୁକାନୁ ଓହରି ଯାଇଛନ୍ତି।

 

- Advertisement -

ପ୍ରଥମ ଯୋଗ୍ୟତା ହାସଲକାରୀ ଭାବେ ଏକ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳିଥିବା ରାଡୁକାନୁ ଟୋକିଓ ଅଲିମ୍ପିକ୍‌ସ ସ୍ବର୍ଣ୍ଣପଦକ ବିଜୟିନୀ ସ୍ବିଜରଲାଣ୍ଡର ବେଲିଣ୍ଡା ବେନ୍‌ସିଚ୍‌ଙ୍କ ବିପକ୍ଷରେ ପ୍ରଦର୍ଶନୀ ଟୁର୍ଣ୍ଣାମେଣ୍ଟ ଖେଳିବାର ଥିଲା। ରାଡୁକାନ୍ ଏବେ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଆବୁଧାବିରେ ଖେଳିବାକୁ ସେ ବଞ୍ଚିତ ହୋଇଥିବାରୁ ପ୍ରଶଂସକଙ୍କୁ ରାଡୁକାନୁ କ୍ଷମା ମାଗିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories