www.samajalive.in
Saturday, December 6, 2025
14.1 C
Bhubaneswar

ପୁଣି ଶ୍ରୀମନ୍ଦିରରେ ହିଡେନ୍‍ କ୍ୟାମେରା

ସମାଜ ଡିଜିଟାଲ ଡେସ୍କ: ପୁଣି ଶ୍ରୀମନ୍ଦିରରୁ ଧରା ହୋଇଛି ହିଡେନ୍‍ କ୍ୟାମେରା ଯୁକ୍ତ ଚଷମା । ମଙ୍ଗଳବାର ସକାଳୁ ପଶ୍ଚିମ ଦ୍ୱାର ନିକଟରୁ ଧରାପଡିଛି ହିଡେନ୍‍ କ୍ୟାମେରା । ଚଷମାରେ ହିଡେନ୍‍ କ୍ୟାମେରା ଲଗାଇ ପ୍ରବେଶ କରିଥିଲେ ପଶ୍ଚିମବଙ୍ଗର ଜଣେ ଯୁବକ । ସଂପୃକ୍ତ ଯୁବକଙ୍କୁ ସିଂହଦ୍ୱାର ଥାନା ପୁଲିସ ଅଟକାଇ ମୋବାଇଲ ଜବତ କରି ଯାଞ୍ଚ କରୁଛି । ଗତକାଲି ଗୁଜୁରାଟର ଜଣେ ବ୍ୟକ୍ତି ମଧ୍ୟ ଅନୁରୂପ କାର୍ଯ୍ୟ ପାଇଁ ଧରାପଡିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories