ପୁରୀ : ପୁରୀରେ ଶୁକ୍ରବାର ବୋମାମାଡ ହୋଇଛି । ମୋଚିସାହି ନିକଟ ନୂଆତୋଟାରେ ଏହି ବୋମାମାଡ ହୋଇଛି । ବାଇକ୍ରେ ଆସି ଜାଗାଘର ଉପରକୁ ୩ ଦୁର୍ବୃତ୍ତ ଏହି ବୋମାମାଡ କରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଟାଉନ୍ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଜାଣନ୍ତୁ ରାଶି ଅନୁଯାୟୀ ଭାଇକୁ ବାନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଭଉଣୀକୁ ଦେବେ କି ଉପହାର..
‘ଯିଏ ସଲ୍ମାନ୍ଙ୍କ ସହ କାମ କରିବ ସିଏ ମରିବ’.. କାଫେକୁ ଗୁଳିମାଡ ପରେ କପିଲଙ୍କୁ ମିଳିଲା ଏହି ଧମକ
ଦେଖନ୍ତୁ ଭିଡିଓ ;ଭୟଙ୍କର ଷଣ୍ଢ ଲଢେଇ ବେଳେ ଯାଉଥିଲେ ଯୁବତୀ, ଯାହା ଅବସ୍ଥା ହେଲା ଭୟରେ ଥରି ଉଠିବ ଛାତି..



