ଜାଣନ୍ତୁ ରାଶି ଅନୁଯାୟୀ ଭାଇକୁ ବାନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଭଉଣୀକୁ ଦେବେ କି ଉପହାର..

ରାକ୍ଷୀ ପୂର୍ଣ୍ଣିମା ଭାରତୀୟ ସଂସ୍କୃତିର ଏକ ପବିତ୍ର ଓ ଭାବନାତ୍ମକ ପର୍ବ । ଯାହା ଭାଇ-ଭଉଣୀଙ୍କ ପ୍ରେମ, ବିଶ୍ୱାସ ଓ ସୁରକ୍ଷାର ଅତୁଟ ସମ୍ପର୍କକୁ ଦର୍ଶାଇଥାଏ । ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଏ । ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧିବା ଦ୍ୱାରା ଭାଇର ଦୀର୍ଘାୟୁ, ସଫଳତା, ସ୍ୱାସ୍ଥ୍ୟ ଓ ସମୃଦ୍ଧିର କାମନା କରିଥାଏ । ଭାଇ ମଧ୍ୟ ଭଉଣୀର ରକ୍ଷା କରିବାକୁ ବଚନ ଦେଇଥାଏ । ଏହାସହ ଉପହାର ମଧ୍ୟ ଦେଇଥାଏ … Continue reading ଜାଣନ୍ତୁ ରାଶି ଅନୁଯାୟୀ ଭାଇକୁ ବାନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଭଉଣୀକୁ ଦେବେ କି ଉପହାର..