www.samajalive.in
Saturday, December 6, 2025
17.1 C
Bhubaneswar

ବଡ ଠାକୁର ପଡି ଯିବା ଘଟଣା, ରାଷ୍ଟ୍ର ପାଇଁ ସମସ୍ୟା ସୃଷ୍ଟି ହୋଇପାରେ – ସଂସ୍କୃତି ବିଶାରଦ

ପୁରୀ : ରଥ ଉପରେ ବଡ ଠାକୁର ମୁହଁ ମାଡି ପଡି ଯିବା ଅଘଟଣରେ ସଂସ୍କୃତି ବିଶାରଦମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ରାଷ୍ଟ୍ର ପାଇଁ ସମସ୍ୟା ସୃଷ୍ଟି ହୋଇପାରେ। ନୀଳାଦ୍ରି ମହୋଦୟ ପୁସ୍ତକରେ ଶାସ୍ତ୍ରୀୟ ମତାନୁସାରେ ମହାପ୍ରଭୁଙ୍କ ଏଭଳି ପଡିଯିବା ଘଟଣା ଶୋଭନୀୟ ନୁହେଁ। ଏନେଇ ପ୍ରାୟଶ୍ଚିତ ନେଇ ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି। ଏକ ଲକ୍ଷ ଜପ ସହ ହୋମ ଯଜ୍ଞ ଜରୁରୀ। ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଅନ୍ୟ ସେବାୟତ। ନୀତିକାନ୍ତିରେ କାଣ୍ଟଛାଟ ହୋଇଥିବା ହେତୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଚାର ଉପରେ ଅଧିକ ସଂଖ୍ୟକ ସେବାୟତଙ୍କ ଉପସ୍ଥିତି ଅନ୍ୟ ଏକ କାରଣ। ସେବା ସମର୍ପଣ ଭାବର ଅଭାବ ଅନ୍ୟତମ କାରଣ ହୋଇପାରେ। ଦୀର୍ଘ ସମୟ ଧରି ଚାର ଉପରେ ନୀତି କରାଯାଇଥିଲା ବୋଲି କୁହାଯାଉଛି।

ଆଡପ ମଣ୍ଡପରେ ହେବ ବନକଲାଗି ନୀତି ; କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories