ଆଡପ ମଣ୍ଡପରେ ହେବ ବନକଲାଗି ନୀତି ; କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ
ପୁରୀ : ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ମଧ୍ୟାହ୍ନ ଧୂପ ପରେ ଆଡପ ମଣ୍ଡପରେ ହେବ ବନକଲାଗି ନୀତି। ବନକଲାଗି ନୀତି ପାଇଁ କିଛି ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ୧୨ ବର୍ଷ ପରେ କୁବେର ଯୋଗ; ୨୦୨୫ ପର୍ଯ୍ୟନ୍ତ ଏହି ରାଶିଙ୍କ ଉପରେ ହେବ ଧନବର୍ଷା..
Copy and paste this URL into your WordPress site to embed
Copy and paste this code into your site to embed