mission shakti banner

୧୪ ତାରିଖରୁ ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କୁ ରୋକିବେ ସେବାୟତ

BSKY banner  750×100

ପୁରୀ : ଅଣହିନ୍ଦୁଙ୍କୁ ରୋକିବେ ସେବାୟତ। ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୧୪ ତାରିଖରୁ ସିଂହଦ୍ୱାରରେ ୨ ଜଣ ପ୍ରତିହାରୀ ସେବକ ଜଗିବେ।

ପ୍ରବଳ ଗ୍ରୀଷ୍ମପ୍ରବାହ ; ଏପ୍ରିଲ ୧୭ ରୁ ୨୦ ଯାଏଁ ସାଙ୍ଘାତିକ ହେବ ସ୍ଥିତି!

ପ୍ରଥମ ପର୍ଯ୍ୟାୟରେ ସକାଳ ଓ ସନ୍ଧ୍ୟାରେ ରହିବେ। ପରବର୍ତ୍ତୀ ଅବସ୍ଥାରେ ଚାରିଦ୍ୱାରରେ ପ୍ରତିହାରୀ ସେବକ ଜଗିବେ। ପ୍ରତିହାରୀ ନିଯୋଗ ସମ୍ପାଦକ ରାମନାରାୟଣ ଗୋଚ୍ଛିକାରଙ୍କ ପକ୍ଷରୁ ଏନେଇ ଶୁକ୍ରବାର ସୂଚନା ମିଳିଛି।

ଅପରାହ୍ଣ ୪ଟା ମୁଖ୍ୟ ଖବର

Comments are closed.