ଅପରାହ୍ଣ ୪ଟା ମୁଖ୍ୟ ଖବର

ପ୍ରବଳ ଗ୍ରୀଷ୍ମପ୍ରବାହ ; ଏପ୍ରିଲ ୧୭ ରୁ ୨୦ ଯାଏଁ ସାଙ୍ଘାତିକ ସ୍ଥିତି ହେବ.. ନବୀନ ନିବାସରେ କଳାକାରଙ୍କ ଭିଡ .. ବିଜେଡି ପ୍ରଚାରରେ କଳାକାର ମାନେ ସାମିଲ ହେବେ.. ସରକାରଙ୍କ ବିକାଶ କାର୍ଯ୍ୟ ଲୋକଙ୍କ ନିକଟକୁ ନେବେ.. ଏନେଇ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଳାକାରଙ୍କ ହୋଇଛି ଆଲୋଚନା.. ନବୀନ ନିବାସରେ କଳାକାରଙ୍କ ଭିଡ : ଏମାନେ ପହଞ୍ଚିଛନ୍ତି.. ପୁଣି ଆପାର୍ଟମେଣ୍ଟରୁ ଚୋରି ଅଭିଯୋଗ.. ଭୁବନେଶ୍ବର: ରଘୁନାଥପୁର ସ୍ପ୍ରିଙ୍ଗ ଲିଫ୍ ଆପାର୍ଟମେଣ୍ଟରୁ ଚୋରି.. … Continue reading ଅପରାହ୍ଣ ୪ଟା ମୁଖ୍ୟ ଖବର