www.samajalive.in
Sunday, December 7, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ପ୍ରବଳ ଗ୍ରୀଷ୍ମପ୍ରବାହ ; ଏପ୍ରିଲ ୧୭ ରୁ ୨୦ ଯାଏଁ ସାଙ୍ଘାତିକ ସ୍ଥିତି ହେବ..

ନବୀନ ନିବାସରେ କଳାକାରଙ୍କ ଭିଡ .. ବିଜେଡି ପ୍ରଚାରରେ କଳାକାର ମାନେ ସାମିଲ ହେବେ..

- Advertisement -

ସରକାରଙ୍କ ବିକାଶ କାର୍ଯ୍ୟ ଲୋକଙ୍କ ନିକଟକୁ ନେବେ..

ଏନେଇ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଳାକାରଙ୍କ ହୋଇଛି ଆଲୋଚନା..

ନବୀନ ନିବାସରେ କଳାକାରଙ୍କ ଭିଡ : ଏମାନେ ପହଞ୍ଚିଛନ୍ତି..

ପୁଣି ଆପାର୍ଟମେଣ୍ଟରୁ ଚୋରି ଅଭିଯୋଗ..

ଭୁବନେଶ୍ବର: ରଘୁନାଥପୁର ସ୍ପ୍ରିଙ୍ଗ ଲିଫ୍ ଆପାର୍ଟମେଣ୍ଟରୁ ଚୋରି..

୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ..

ପାହାଳ ଅଞ୍ଚଳରେ ସୁନା ଅଳଙ୍କାର ଲୁଟ୍‌‌..

ଘରେ ଶୋଇଥିବା ଲୋକଙ୍କୁ ତାଲା ପକାଇ ଲୁଟିଲେ ଦୁବୃର୍ତ୍ତ..

ପ୍ରବଳ ଗ୍ରୀଷ୍ମପ୍ରବାହ ; ଏପ୍ରିଲ ୧୭ ରୁ ୨୦ ଯାଏଁ ସାଙ୍ଘାତିକ ହେବ ସ୍ଥିତି!

ଉଧମପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଘୋଷଣା..

ଜମ୍ମୁ-କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା, ଖୁବଶୀଘ୍ର ହେବ ବିଧାନସଭା ନିର୍ବାଚନ..

ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପଦକ୍ଷେପ .. ଆସନ୍ତା ୧୪ ତାରିଖରୁ ସିଂହଦ୍ୱାରରେ ୨ ଜଣ ପ୍ରତିହାରୀ ସେବକ ଜଗିବେ..

ରାଜଧାନୀରେ ମାତିଛନ୍ତି ଲୁଟେରା

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ..

ଭୋଗରାଇ ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ କମଳା ଦାସ..

ଫୁସଫୁସ ସଂକ୍ରମଣରେ ପୀଡିତ ଥିଲେ..

କଟକର ଏକ ହସ୍ପିଟାଲରେ ଚିକିତ୍ସା ସମୟରେ ପରଲୋକ..

ସାରା ଦେଶରେ ହିଟ୍‌‌ୱେଭକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୀକ୍ଷା ବୈଠକ..

ହସ୍ପିଟାଲରେ ଆବଶ୍ୟକ ଔଷଧ, ତରଳ ପଦାର୍ଥ, ବରଫ ପ୍ୟାକ୍‌‌, ଓଆରଏସ ଓ ପାନୀୟ ଜଳ ମହଜୁଦ ରଖିବାକୁ ନିର୍ଦ୍ଦେଶ
ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ..

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories