ନବୀନ ନିବାସରେ କଳାକାରଙ୍କ ଭିଡ : ଏମାନେ ପହଞ୍ଚିଛନ୍ତି..

ଭୁବନେଶ୍ୱର : ନବୀନ ନିବାସରେ ଶୁକ୍ରବାର କଳାକାରଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି। ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ ଏବଂ ଗୀତିକାର ନବୀନ ନିବାସରେ ପହଞ୍ଚି ସାରିଛନ୍ତି। ହାସ୍ୟଅଭିନେତା ଏବଂ ୟୁଟ୍ୟୁବର ମଧ୍ୟ ପହଞ୍ଚିଛନ୍ତି। ଆଜିଠୁ ରାଜ୍ୟରେ ପୁଣି ବଢିବ ତାତି, ୧୪ ଓ ୧୫ ପାଇଁ ୟେଲୋ ୱାର୍ଣ୍ଣିଂ ସ୍ୱରାଜ ବାରିକ, ଅମ୍ଳାନ ଦାସ, କମେଡିଆନ ଗୁଡୁ, ପପୁ, ଶଙ୍କର, ଭୂମିକା, ସମ୍ବିତ, ଲିପ୍ସା, ଦେବାଶିଷ, ନିକିତା ପହଞ୍ଚିଛନ୍ତି। ବିଜେଡି ପ୍ରଚାରରେ କଳାକାର ମାନେ ସାମିଲ ହେବେ। … Continue reading ନବୀନ ନିବାସରେ କଳାକାରଙ୍କ ଭିଡ : ଏମାନେ ପହଞ୍ଚିଛନ୍ତି..