ରାଜଧାନୀରେ ମାତିଛନ୍ତି ଲୁଟେରା

ଭୁବନେଶ୍ବର: ରାଜଧାନୀରେ ଲୁଟେରାଙ୍କ ଆତଙ୍କ ରାଜ୍‌‌। ରଘୁନାଥପୁର ସ୍ପ୍ରିଙ୍ଗ ଲିଫ୍ ଆପାର୍ଟମେଣ୍ଟରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆପାର୍ଟମେଣ୍ଟରେ ପଶି ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ନନ୍ଦନକାନନ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଂଚି ତଦନ୍ତ କରୁଛନ୍ତି। ସେପଟେ ପାହାଳ ଅଞ୍ଚଳରେ ଜଣଙ୍କ ଘରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା। ଘରେ ଶୋଇଥିବା ଲୋକଙ୍କୁ ତାଲା ପକାଇ ଲୁଟି ନେଇଛନ୍ତି ଲୁଟି ନେଇଥିବା ଜଣାପଡିଛି। ଘଟଣାସ୍ଥଳରେ … Continue reading ରାଜଧାନୀରେ ମାତିଛନ୍ତି ଲୁଟେରା