www.samajalive.in
Monday, December 15, 2025
15.1 C
Bhubaneswar

ଆଉ ୫ଦିନିଆ ରିମାଣ୍ଡରେ ପୁଞ୍ଜିଲାଲ୍‍

ପାଟଣାଗଡ଼: ପାର୍ସଲ୍‍ ବୋମା ବିସ୍ଫୋରଣର ମୁଖ୍ୟ କାର୍‍ପଟ୍‍ଦାର ପୁଞ୍ଜିଲାଲ୍‍ ମେହେରଙ୍କୁ କ୍ରାଇମ୍‍ବ୍ରାଞ୍ଚ ପୁଲିସ ଆଉ ୫ ଦିନ ପାଇଁ ରିମାଣ୍ଡରେ ନେଇଛି। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କୁ ୬ ଦିନିଆ ରିମାଣ୍ଡରେ ପୁଲିସ ନେଇଥିବା ବେଳେ ଆଜି ରିମାଣ୍ଡ ଅବଧି ସରିଥିଲା। ତେଣୁ ଅଧିକ ୮ ଦିନ ରିମାଣ୍ଡରେ ନେବା ପାଇଁ ପୁଲିସ ଆଜି ତାଙ୍କୁ ପାଟଣାଗଡ଼ ଏସ୍‍ଡିଜେଏମ୍‍ କୋର୍ଟରେ ହାଜର କରିଥିଲା। କିନ୍ତୁ ୫ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଥିଲେ। ଜେରା ବେଳେ ପୁଞ୍ଜିଲାଲ୍‍ ବୟାନ ବଦଳାଉଥିବାରୁ ତାଙ୍କୁ ଧରି ରାୟପୁର ନିଆଯିବ ବୋଲି ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories