www.samajalive.in
Friday, December 5, 2025
20.1 C
Bhubaneswar

ପୂଜାରେ ସ୍ବାମୀ-ସ୍ତ୍ରୀ ଏକାଠି ବସିବାର କାରଣ

ହିନ୍ଦୁ ଧର୍ମରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଏକାଠି ବସି ପୂଜା କରିବାର ପରମ୍ପରା ରହିଛି। କୁହାଯାଇଛି ଯେ, ସ୍ବାମୀ କେବେ ବି ପୂଜାରେ ନିଜ ସ୍ତ୍ରୀ ବିନା ବସିବା ଉଚିତ ନୁହେଁ। ମାନ୍ୟତା ରହିଛି ଯେ, ସ୍ବାମୀ ଓ ସ୍ତ୍ରୀ ଏକାଠି ବସି ପୂଜା କରିବା ଦ୍ବାରା ସମ୍ପୁର୍ଣ୍ଣ ଫଳ ମିଳିଥାଏ। ଏହି କଥା ସ୍ତ୍ରୀଙ୍କ ପାଇଁ ମଧ୍ୟ ଲାଗୁ କରାଯାଇଛି। କିନ୍ତୁ ବେଳେବେଳେ ମନରେ ପ୍ରଶ୍ନ ଆସିଥାଏ ଯେ, ସ୍ବାମୀସ୍ତ୍ରୀ ପୂଜାରେ ଏକାଠି ବସିବାର କାରଣ କ’ଣ ହୋଇଥାଏ ..

ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ପତ୍ନୀ ସର୍ବଦା ପତୀର ଡାହାଣ ପଟେ ବସିବା ଉଚିତ। ପୂଜାରେ ଏପରି ବସିବା ଶୁଭ ବୋଲି କୁହାଯାଇଛି। ଏହାସହ ଯେକୌଣସି ଯଜ୍ଞ, ହୋମ, ବ୍ରତ, ଦାନ, ସ୍ନାନ, ବିବାହ କର୍ମରେ ସ୍ତ୍ରୀ ସର୍ବଦା ନିଜ ସ୍ବାମୀର ଡାହାଣ ପଟେ ଆସନ ଉପରେ ବସିବା ଉଚିତ। ଏପରି କରିବା ଦ୍ବାରା ପୂଜାର ଉଚିତ ଫଳ ମିଳିଥାଏ। କୁହାଯାଇଛି ଯେ, ବସିବା ଦିଗ ସଠିକ ହେବା ଦ୍ବାରା ଶୁଭ ଫଳ ମିଳିଥାଏ। ପୂଜାରେ ସଫଳତା ମଧ୍ୟ ପ୍ରାପ୍ତି ହୋଇଥାଏ। କୁହାଯାଇଛି ଯେ, ଯଜ୍ଞ, ହୋମ, ବ୍ରତ, ଦାନ, ଦେବଯାତ୍ରା ଏବଂ ବିବାହ ଇତ୍ୟାଦି କର୍ମ କରିବା ଉଚିତ। ଏହି ସମସ୍ତ କଥା ମଧ୍ୟରେ ସ୍ବାମୀ-ସ୍ତ୍ରୀଙ୍କ ବସିବା ଦିଗ ଉପରେ ବିଶେଷ ଧ୍ୟାନ ଦେବା ଉଚିତ।

- Advertisement -

ଏହାସହ ଯେକୌଣସି ପୂଜନୀୟ ବ୍ୟକ୍ତିଙ୍କ ପାଦ ଛୁଇଁ ପ୍ରଣାମ କରିବାର ସମୟ, ଶୋଇବା ଓ ଭୋଜନ କରିବାର ସମୟରେ ସ୍ବାମୀ-ସ୍ତ୍ରୀଙ୍କ ଦିଗ ନିର୍ଦ୍ଦାରଣ କରାଯାଇଛି। ଯେକୌଣସି ଗୁରୁଜନଙ୍କ ପାଦ ସ୍ପର୍ଶ କରିବା, ଶୋଇବା ଓ ଭୋଜନ କରିବା ସମୟରେ ସ୍ତ୍ରୀକୁ ସର୍ବଦା ସ୍ବାମୀର ବାମ ପଟେ ରହିବା ଉଚିତ। ଏହି ସମସ୍ତ କାର୍ଯ୍ୟର ନିୟମ ମାନିବା ଦ୍ବାରା ଭଲ ଫଳ ପ୍ରାପ୍ତି ହୋଇଥାଏ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories