www.samajalive.in
Sunday, December 7, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ: ସ୍କୁଲ ବସରେ ଥିଲେ ପିଲା, ନିଆଁ ଲଗାଇଦେଲେ ବିକ୍ଷୋଭକାରୀ; ବନ୍ଦ ବେଳେ ବିହାରରୁ ଆସିଲା ଅଭାବନୀୟ ଦୃଶ୍ୟ

ସମାଜ ଡିଜିଟାଲ ଡେସ୍କ: ବୁଧବାର ଭାରତ ବନ୍ଦ ସମୟରେ ବିହାରରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ପିଲାଙ୍କୁ ନେଇ ସ୍କୁଲ ଯାଉଥିବା ଏକ ବସରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ। ତେବେ ବସଟି ଜଳିବା ପୂର୍ବରୁ ନିଆଁକୁ ଲିଭାଇ ଦିଆଯାଇଥିଲା।

ବୁଧବାର ଦେଶବ୍ୟାପୀ ଭାରତ ବନ୍ଦ ପାଳନ କରାଯାଇଥିଲା। ବିହାରରେ ବି ରାସ୍ତାଘାଟରେ ଗାଡ଼ିମୋଟର ବନ୍ଦ କରାଯାଉଥିଲା। ଗୋପାଳଗଞ୍ଜ ଅଞ୍ଚଳରେ ଏକ ସ୍କୁଲ ବସ ଯାଉଥିବାବେଳେ ବିକ୍ଷୋଭକାରୀମାନେ ତାହାକୁ ଘେରି ଯାଇ ଭଙ୍ଗାରୁଜା କରିବାକୁ ଉଦ୍ୟମ କରିଥିଲେ। ପିଲାମାନେ ବସ ଭିତରେ ଥିବା ସମୟରେ କିଛି ବିକ୍ଷୋଭକାରୀ ବସ ଟାୟାରରେ ନିଆଁ ଲଗାଇ ଦେଇଥିଲେ। ପରେ ଆଉ କିଛି ଲୋକ ତାହାକୁ ଲିଭାଇବା ସହିତ ବସକୁ ଛାଡ଼ିଥିଲେ। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବାବେଳେ ଏହାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories