mission shakti banner

ଭୁବନେଶ୍ୱରରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ଼ ଶୋ

BSKY banner  750×100

https://www.youtube.com/live/N9dDKaZMrvM?si=z8TkyX0nxYR8EFDh

ଭୁବନେଶ୍ବର: ଭୁବନେଶ୍ୱରରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବା ପରେ ବିଜେପି କର୍ମକର୍ତ୍ତା ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦଳୀୟ ପଦାଧିକାରୀ ସ୍ବାଗତ କରିବା ପରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ଼ ଶୋ। ଏହି ମେଗା ରୋଡ ଶୋ’ ବିଜେପି କାର୍ଯ୍ୟାଳୟରୁ ରାମମନ୍ଦିର ଛକ, ସତ୍ୟନଗର, ସହିଦନଗ ଓ ବାଣୀବିହାର ପର୍ଯ୍ୟନ୍ତ ରୋଡ ଶୋ’ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

https://www.youtube.com/live/N9dDKaZMrvM?si=z8TkyX0nxYR8EFDh

Comments are closed.