ଡ. ପ୍ରଭାସ ଆଚାର୍ଯ୍ୟ ‘ସମାଜ’ର ନୂତନ ପ୍ରକାଶକ ଓ ମୁଦ୍ରାକର

କଟକ: ଦୈନିକ ‘ସମାଜ’ର ନୂତନ ପ୍ରକାଶକ ଓ ମୁଦ୍ରାକର ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଲୋକସେବକ ମଣ୍ଡଳ ସଭାପତି ରାଜକୁମାରଙ୍କ ସମେତ ‘ସମାଜ’ ସମ୍ପାଦକ ଡ. ପ୍ରମୋଦ କୁମାର ମହାପତ୍ର ଓ ମୁଖ୍ୟ ପରିଚାଳକ ଶିବରାମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.