ପିପିଲି : ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପିପିଲି ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍ଏସି) ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ କାର୍ଯ୍ୟ ବୁଧବାର ସୁରୁଖୁରୁରେ ସରିଛି । ପ୍ରାର୍ଥୀପତ୍ର ଯାଞ୍ଚରେ ୫ନଂ ୱାର୍ଡର ଜଣେ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଯାଇଥିବା ବେଳେ ଅବଶିଷ୍ଟ ୭ଜଣ ନଗରପାଳ ପ୍ରାର୍ଥୀ ଓ ୬୦ଜଣ କାଉନସିଲର ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ସଂପର୍କରେ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ପିପିଲି ତହସିଲଦାର ସପନ କୁମାର ନନ୍ଦ ସୂଚନା ଦେଇଛନ୍ତି।
Popular Categories



