www.samajalive.in
Saturday, December 13, 2025
27.1 C
Bhubaneswar

ଗଛରେ ବାନ୍ଧି ଯୁବତୀଙ୍କୁ ନିସ୍ତୁକ ମାଡ଼

ବାଲେଶ୍ବର : ବାଲେଶ୍ବର ଜିଲା ନୀଳଗିରି ଥାନା ଅଧୀନସ୍ଥ ବଉଳଗଡ଼ିଆ ଅଞ୍ଚଳରେ ରବିବାର ସୁମତି ବେହେରା ନାମକ ଜଣେ ଯୁବତୀଙ୍କୁ ନଡ଼ିଆ ଗଛରେ ବାନ୍ଧି କିଛି ଲୋକ ନିର୍ମମ ଭାବେ ପିଟୁଥିବା ଦେଖିବାକୁ ମିଳିଛି। ମାଡ଼ ମାରୁଥିବା ଲୋକମାନେ ସୁମତିଙ୍କ ଭିଣୋଇ, ଭଉଣୀ ଓ ପୁତୁରା ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷରେ ଈଶ୍ୱରପୁର ଫାଣ୍ଡି ପୁଲିସ ପହଞ୍ଚି ପୁତୁରାକୁ ନୀଳଗିରି ଥାନାରେ ଅଟକ ରଖିଛି। ପୀଡ଼ିତା ଜଣକ ଏକ କମ୍ପାନୀରେ କାମ କରି ନିଜ ପେଟ ପୋଷୁଥିଲେ। ଆଜି ଘରକୁ ଆସି ଘରେ ଅନାବନା ଘାସ ସଫା କରୁଥିବା ସମୟରେ ସେ ଏହି ଆକ୍ରମଣର ଶିକାର ହୋଇଥିଲେ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ ହ୍ୱାଟସଆପ, ସ୍ନାପଚ୍ୟାଟ ଏବଂ ଟେଲିଗ୍ରାମ କମ୍ପାନୀ

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories