www.samajalive.in
Sunday, December 14, 2025
17.1 C
Bhubaneswar

ଶ୍ରୀଧବଳେଶ୍ୱର ମନ୍ଦିରରେ ଅହିରାଜ

ପାତ୍ରପୁର: ଆଜି ବରଙ୍ଗ ଗ୍ରାମର ଥିବା ଶ୍ରୀ ଧବଳେଶ୍ୱର ମନ୍ଦିରରେ ଏକ ଅହିରାଜ ଦେଖିବାକୁ ମିଳିଛି। ତେବେ ଅହିରାଜ କାହାର କିଛି କ୍ଷତି କରିନଥିବା ଜଣାପଡ଼ିିଛି।

ପାତ୍ରପୁର ବ୍ଲକ ଖାରିଆଗୁଡା ଗ୍ରାମରେ ଗତକାଲି ଏକ ଅହିରାଜ ସାପ ଦେଖିବାକୁ ମିଳିଥିଲା। ରାତିରେ ଅହିରାଜକୁ ଧରିବାକୁ ଜଙ୍ଗଲ ବିଭାଗ ଯାଇଥିବା ବେଳେ ତାହା ଉଭାନ ହୋଇଯାଇଥିଲା। ଆଜି ବରଙ୍ଗଗ୍ରାମର ଶ୍ରୀ ଧବଳେଶ୍ବର ମନ୍ଦିରରେ ସାପ ଦେଖିବାକୁ ମିଳିଛି।

- Advertisement -

ଏହି ଅଞ୍ଚକର ବିଭିନ୍ନ ଗ୍ରାମରେ ଅହିରାଜ ଦେଖିବାକୁ ମିଳୁଥିବାବେଳେ ଏହାର ସୁରକ୍ଷା ଏବଂ ଏହା କିଭଳି ଅନ୍ୟମାନଙ୍କୁ କ୍ଷତି ନ ପହଞ୍ଚାଇବ ସେଥିପାଇଁ ବନ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories