www.samajalive.in
Saturday, December 6, 2025
14.1 C
Bhubaneswar

ସାପ କାମୁଡ଼ାରେ ନାବାଳିକା ମୃତ

ପାଟଣା :ସାହାରପଡା ବ୍ଲକ କୁଣ୍ଡଳା ପଞ୍ଚାୟତ ତାଳପଦା ଗ୍ରାମର ଡମ୍ବରୁଧର ମହାନ୍ତ ଓ ଧରିତ୍ରୀ ମହାନ୍ତଙ୍କ ଶିଶୁ କନ୍ୟା ସନ୍ଧ୍ୟାରାଣୀ ମହାନ୍ତ(୮)ଙ୍କର ସକାଳୁ କଟକରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ସନ୍ଧ୍ୟାରାଣୀଙ୍କୁ ସାପ କାମୁଡ଼ିବାରୁ ତାଙ୍କୁ ପ୍ରଥମେ କେନ୍ଦୁଝର ଓ ସେଠାରୁ କଟକ ବଡଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଭରସା ପରିବାର ସଭାପତି ଲମ୍ବୋଧର ମହାନ୍ତଙ୍କ ଅନୁରୋଧ କ୍ରମେ ସଂଜୀବନି ପକ୍ଷରୁ ମୃତଦେହକୁ ଗ୍ରାମକୁ ଅଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories