www.samajalive.in
Saturday, December 6, 2025
14.1 C
Bhubaneswar

ଜମିବାଡି ଗଣ୍ଡଗୋଳରୁ ଦମ୍ପତିଙ୍କୁ ମାରପିଟ

ପାଟଣା : ଜମିବାଡି ଗଣ୍ଡଗୋଳରୁ ଦମ୍ପତିଙ୍କୁ ଆକ୍ରମଣ। ଏଭଳି ଏକ ଘଟଣା ପାଟଣା ଥାନା ଅନ୍ତର୍ଗତ ଟଭାସରୁଆ ଗ୍ରାମରେ ଘଟିଛି। ଗ୍ରାମର ମହେଶ୍ୱର ବେହେରା (୫୦) ଓ ତାଙ୍କ ପତ୍ନୀ ସୁନାଫୁଲଙ୍କୁ ସେମାନଙ୍କ ପୁତୁରା ମୁନା ବେହେରା ଓ ତାଙ୍କ ପତ୍ନୀ ସୀମା ବେହେରା ମାରପିଟ କରିଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି। ଜମିବାଡ଼ି ମାମଲାରୁ ଏପରି ଘଟିଥିବା ସୂଚନା ଥିବା ବେଳେ ଏନେଇ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ମନୋରଞ୍ଜନ ପ୍ରଧାନଙ୍କ ଠାରୁ ଠାରୁ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories