nua o banner

ପ୍ରାଥମିକ ବିଦ୍ୟାଳୟରୁ ଚାଉଳ ଚୋରି

bjd  ek lkhya koti banner

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତ ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରୁ ଗତରାତି ମଧ୍ୟାହ୍ନ ଭୋଜନ ପାଇଁ ଗଛିତ ଥିବା ୨ କୁଇଣ୍ଟାଲ ଚାଉଳ ଚୋରୀ ହୋଇଥିବା ପୁଲିସରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତରଣୀସେନ ବାଗ ବିଦ୍ୟାଳୟକୁ ଯାଇ କେତେ ଚାଉଳ ଗଚ୍ଛିତ ଥିଲା ଓ କେତେ ଚୋରି ହୋଇଛି ସେ ସମ୍ପର୍କରେ ତଦନ୍ତ କରିଛନ୍ତି।

Comments are closed.