ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଡଳଙ୍ଗପାଣି ଗ୍ରାମରୁ ଅବକାରୀ ବିଭାଗ ବିଶ୍ଵନାଥ ମହାନ୍ତ ନାମକ ଜଣେ ବ୍ୟକ୍ତିଙ୍କୁ ଚୋରା ମଦ କାରବାର ଅଭିଯୋଗରେ ପୁଲିସ ଗିରଫ କରିଛି। ଘଟଗାଁ ଅବକାରୀ ଥାନାଧିକାରୀ କୃଷ୍ଣଚନ୍ଦ୍ର ପରିଡ଼ା, କନେଷ୍ଟବଳ ଲକ୍ଷ୍ମଣ ନାୟକ, ଯତୀନ୍ଦ୍ର ମହାନ୍ତ ଓ ରେବତୀ ସାହୁ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ। ଗିରଫ ବିଶ୍ଵନାଥକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।
Popular Categories



