ପାଟଣା: ପାଟଣା ବଜାର ଅଞ୍ଚଳରୁ ଆଜି ସ୍ଥାନୀୟ ପ୍ରଶାସନ ସରକାରୀ ଜାଗାମାନଙ୍କରେ ଲଗା ଯାଇଥିବା ପ୍ରଚାର ବିଜ୍ଞାପନ (ହୋଡିଂ) ହଟାଉଥିବା ଆଜି ଅପରାହ୍ନରେ ଦେଖିବାକୁ ମିଳିଛି। ସରକାରୀ ସୂଚନା ହୋଡିଂ ସହ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ପ୍ରଚାର ପଞ୍ଚାୟତିରାଜ ପ୍ରତିନିଧି ଆଶାୟୀଙ୍କ ବ୍ୟାନର ସବୁ ପ୍ରଶାସନ ହଟାଇଥିବା ଦେଖାଯାଇଛି। ପାଟଣା ତହସିଲଦାର ତାପସ ରଂଜନ ଦେହୁରୀଙ୍କ ସହ ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ କର୍ମଚାରୀମାନଙ୍କ ଦ୍ଵାରା ହୋର୍ଡ଼ିଂଗ ଓ ବ୍ୟାନର ହଟାଯାଇଥିବା ଦେଖାଯାଇଛି।
Popular Categories



