www.samajalive.in
Saturday, December 6, 2025
15.1 C
Bhubaneswar

ଜମ୍ମୁରେ ଫେରୁଛି ସ୍ଵଭାବିକତା, କାଲି ରାତିରୁ ହୋଇନି ଗୁଳିଗୋଳା ବର୍ଷଣ

ନୂଆଦିଲ୍ଲୀ: ଅସ୍ତ୍ରବିରତି ନେଇ ପାକିସ୍ତାନର ଅନୁରୋଧ ପରେ ଗତକାଲି ରାତିରୁ ସୀମାରେ ଫେରୁଛି ଶାନ୍ତି। ଅସ୍ତ୍ର ବିରତି ପରେ ସୀମା ରେ କିଛି ସମୟ ପାଇଁ ପାକିସ୍ତାନ ପଟୁ ଅସ୍ତ୍ର ବିରତି ଉଲଂଘନ ହୋଇଥିଲା। ଯାହାର କଡା ଜବାବ ଦେଇଥିଲା ଭାରତୀୟ ସେନା। ପରେ କିନ୍ତୁ ଭାରତର କାର୍ଯ୍ୟାନୁଷ୍ଠାନ ସ୍ଵରୂପ ପାକିସ୍ତାନ ଗୁଳିଗୋଳା ବର୍ଷଣ ବନ୍ଦ କରିଦେଇଥିଲା। ଏହାପରେ ସୀମାରେ ସ୍ଥିତି ସ୍ଵାଭାବିକ ହୋଇଛି। ଜମ୍ମୁର ବିଭିନ୍ନ ସ୍ଥାନରେ ସ୍ଵଭାବିକତା ଫେରୁଛି। ରଜୌରୀରେ ଆଉ କୌଣସି ଡ୍ରୋନ୍ ଉଡିନଥିବା ସୂଚନା ମିଳିଛି। ପଞ୍ଜାବ ଫିରୋଜପୁରରେ ବି ଉଡିନି ପାକିସ୍ତାନୀ ଡ୍ରୋନ୍। ଆଜି ସକାଳୁ ମଧ୍ୟ ଏସବୁ ସ୍ଥାନରେ  ଜୀବନଯାତ୍ରା ସ୍ଵଭାବିକ ରହିଥିବା ଦେଖିବାକୁ ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories