www.samajalive.in
Sunday, December 7, 2025
23.1 C
Bhubaneswar

ପାକିସ୍ତାନକୁ ସେନା ମୁଖ୍ୟଙ୍କ ଚେତାବନୀ; ଆତଙ୍କବାଦର କୌଣସି କାର୍ଯ୍ୟ ପାଇଁ କ୍ଷମା ନାହିଁ

ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ସେନା ମୁଖ୍ୟ ବିପିନ ରାୱତ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ଆତଙ୍କବାଦର କୌଣସି କାର୍ଯ୍ୟ ପାଇଁ କ୍ଷମା ଦିଆଯିବ ନାହିଁ। ଉରି ଏବଂ ପୁଲୱାମା ଆକ୍ରମଣ ପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ବୋଲି ରାୱତ କହିଛନ୍ତି।

କାରଗିଲ ଯୁଦ୍ଧର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାୱତ ଉଦବୋଧନ ଦେଇ କହିଥିଲେ, ଯଦି ପାକିସ୍ତାନ ବାରମ୍ବାର ଆତଙ୍କବାଦକୁ ପ୍ରୋତ୍ସାହନ ଦେବ, ତେବେ ଭାରତ ଦଣ୍ଡ ଦେବା ଲାଗି ପ୍ରତିଶୋଧମୂଳକ ପଦପେକ୍ଷ ନେବ। ଉରି ଏବଂ ପୁଲୱାମା ଆକ୍ରମଣ ପରେ ଭାରତ ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ଆତଙ୍କବାଦ ବିରୋଧରେ ଆମର ରାଜନୈତିକ ଏବଂ ସାମରିକ ସଙ୍କଳ୍ପ। ଦେଶର ଆଞ୍ଚଳିକ ସହଂତି ରକ୍ଷା କରିବା ଲାଗି ଭାରତୀୟ ଯବାନମାନେ ସର୍ବଦା ଦୃଢ଼ ସଙ୍କଳ୍ପବଦ୍ଧ ବୋଲି ରାଓତ କହିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories