ନୂଆଦିଲ୍ଲୀ : କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅମ୍ଳଜାନ ଅଭାବ ପୂରଣ ନିମନ୍ତେ ରେଳବାଇ ପକ୍ଷରୁ ସ୍ବତନ୍ତ୍ର ରେଳ ଚଳାଚଳ କରିଛି। ପ୍ରଥମ ଅମ୍ଳଜାନ ରେଳ (ଅକ୍ସିଜେନ ଏକ୍ସପ୍ରେସ) ସୋମବାର ଭାଇଜାକ୍ରୁ ମହାରାଷ୍ଟ୍ର ଅଭିମୁଖେ ସ୍ବତନ୍ତ୍ର ରେଳପଥ (ଗ୍ରୀନ କରିଡରରେ ଯାତ୍ରା କରିଛି। ଏହି ଏକ୍ସପ୍ରେସ ତରଳ ଡାକ୍ତରଖାନା ଅମ୍ଳଜାନ ପରିବହନ କରୁଛି। ମହାରାଷ୍ଟ୍ରକୁ ଅଗ୍ରାଧିକାର ଭିତ୍ତିରେ ଅମ୍ଳଜାନ ଯୋଗାଇ ଦିଆଯାଉଛି।
Popular Categories



