www.samajalive.in
Sunday, December 14, 2025
19.1 C
Bhubaneswar

ଜେଏସଡବ୍ଲୁ ଫାଉଣ୍ଡେସନ ତରଫରୁ ଧୁବେନଛାପଲ ଗ୍ରାମରେ ଖୋଲା ଶୌଚ ଓ ଆବର୍ଜନା ମୁକ୍ତ ସମାରୋହ

 

ସମ୍ବଲପୁର -ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୁବେନଛାପଲ ଗ୍ରାମର ଗୌନ୍ତିଆପଡ଼ା ଓ ପାଉଲେପଡ଼ା ଗ୍ରାମର କଲ୍ୟାଣ ଦିଗରେ “ଖୋଲା ଶୌଚ ଓ ଆବର୍ଜନା ମୁକ୍ତ” ମାନ୍ୟତା ସହିତ ବର୍ଜ୍ୟବସ୍ତୁ ପରିଚାଳନା ରେ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିଥୁବାରୁ ଗର୍ବର ସହିତ ଖୋଲା ଶୌଚ ଓ ଆବର୍ଜନା ମୁକ୍ତ ସମାରୋହ ର ଗୌରବ ଯାତ୍ରା କରିଥୁଲେ ।

- Advertisement -

ଏହା ଗ୍ରାମର ନିଗ୍ରାଣୀ ସମିତି, ଗ୍ରାମ ଜଳ ଓ ପରିମଳ ସମିତି ଓ ଫୀଡ଼ବେକ ଫାଉଣ୍ଡେସନ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଜେଏସଡବ୍ଲୁ ବିପିଏସଏଲ ର ସିଏସଆର ମୁଖ୍ୟ, ରେଙ୍ଗାଲି ବ୍ଲକ ବିଡ଼ିଓ, ସ୍ୱଚ୍ଛ ଭାରତ ମିଶନ ଜିଲ୍ଲା ସଂଯୋଜକ ତଥା ବ୍ଲକ ସଂଯୋଜକ, ବ୍ଲକ କନିଷ୍ଠ ଯନ୍ତ୍ରୀ, ଠେଲକୋଲୋଇ ଗ୍ରାମ ପଞ୍ଚାୟତ ସରପଞ୍ଚ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସହ ଗ୍ରାମବାସୀମାନେ ଅଂଶଗ୍ରହଣ କରିଥିଲେ ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories