ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

ରାଉରକେଲା : ହାଇଟେକ୍ ହସ୍ପିଟାଲରେ ଜଣେ ରୋଗୀ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।  ଚିକିତ୍ସାଧୀନ ଅବସ୍ଥାରେ ମଦ ନମିଳିବାରୁ ଦୁଇମହଲା କୋଠାରୁ ଡେଇଁପଡି ଆତ୍ମହତ୍ୟା କରିଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଉଛି । ଘଟଣାସ୍ଥଳରେ ରଘୁନାଥପାଲି ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି ।

Comments are closed.