କୁଚିଣ୍ଡା : ଉଭଣୀକୁ ଛୁରି ଭୁସି ମାରିଦେଲେ ୨ ଭାଇଭଉଣୀ । ଗୋବିନ୍ଦପୁର ଥାନା ମଝିପଡ଼ାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବଡ଼ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ବଚସା ହେବାରୁ ମଝିଆ ଭଉଣୀକୁ ଛୁରି ଭୁସି ୨ ଭାଇଭଉଣୀ ହତ୍ୟା କରିଛନ୍ତି । ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।
ପାକ୍ ଗୁପ୍ତଚର ଜ୍ୟୋତି ମାଲହୋତ୍ରା ଲିଙ୍କ୍; ପୁରୀ ଯୁବତୀଙ୍କୁ ଜେରା



