www.samajalive.in
Monday, December 15, 2025
15.1 C
Bhubaneswar

୧୮ ବର୍ଷରୁ କମ୍‌ ଏସୀୟ ମହିଳା ରଗ୍‌ବୀ: ଭାରତକୁ ରୌପ୍ୟ

କଟକ: ଚାଇନିଜ୍‌ ତାଇପେରେ ଆୟୋଜିତ ଏସୀୟ ୧୮ ବର୍ଷରୁ କମ୍‌ ମହିଳା ରଗ୍‌ବୀରେ ଭାରତ ରନର୍ସଅପ ସହ ରୌପ୍ୟ ପଦକ ଜିିତିଛି। ଫାଇନାଲରେ ଭାରତ ୭-୧୦ରେ ଚାଇନିଜ୍‌ ତାଇପେ ନିକଟରୁ ପରାଜିତ ହୋଇଛି। ଭାରତ ଲିଗ୍‌ ପର୍ଯ୍ୟାୟରେ ୧୦-୫ରେ ୟୁଏଇକୁ, ୫୨-୫ରେ ଚାଇନିଜ୍‌ ତାଇପେକୁ, ୨୨-୧୯ରେ ଥାଇଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ଭାରତୀୟ ଦଳ ପକ୍ଷରୁ କିସ୍‌ର ଦୁଇ ଛାତ୍ରୀ ଋତୁ ମାଝି ଓ ମାମାଲି ସିଂହ ପ୍ରତିନିଧିତ୍ବ କରିଥିଲେ। ପୁରୁଷ ବର୍ଗରେ ଭାରତ ୪ର୍ଥ ସ୍ଥାନ ହାସଲ କରିଥିଲା। ଭାରତୀୟ ଦଳ ପକ୍ଷରୁ କିସ୍‌ର ଧର୍ମାନନ୍ଦ ବିଶ୍ବାଳ ଓ ଚରଣ ହେମ୍ବ୍ରମ ରହିଥିଲେ। ଏହି ସଫଳତା ଲାଗି କିଟ୍‌ ଓ କିସର ପ୍ରତିଷ୍ଠାତା ସାଂସଦ ଡ. ଅଚ୍ୟୁତ ସାମନ୍ତ ଭାରତୀୟ ଦଳ ଓ ଓଡ଼ିଆ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ଏସୀୟ କ୍ରୀଡ଼ା ସଟ୍‌ପୁଟ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ତେଜିନ୍ଦରପାଲ ସିଂହ ତୁର୍‌ଙ୍କୁ ଡକ୍ଟର ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି। ତେଜିନ୍ଦର ପାଲ କିଟ୍‌ର ଛାତ୍ର।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories