www.samajalive.in
Monday, December 15, 2025
15.1 C
Bhubaneswar

ମୁରା ପୀଠରେ ମାଁ ରାମଚଣ୍ଡୀ ପୂଜା ଓ କୁଲତା ସମାଜର ବୈଠକ

ସମ୍ବଲପୁର: ସମ୍ବଲପୁରର ଉପକଣ୍ଠସ୍ଥ ମୁରା ପୀଠ ତବଲା ସାତପାଲି କୁଲିତା ସମାଜର ଏକ ସଭା ସହିତ ମାଁ ରାମଚଣ୍ଡୀ ଙ୍କ ପୁଜାର୍ଚ୍ଚନା ଶନିବାର ଆୟୋଜତି ହୋଇଯାଇଛି। ପୂଜକ ଅଚ୍ୟୁତା ନନ୍ଦ ପଧାନ ଙ୍କ ପୌରୋହିତ୍ୟରେ କମଳାକ୍ଷ ପଧାନ ଓ ତାଙ୍କର ଧର୍ମପତ୍ରୀ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ। ସାତପାଲିର ସଭାପତି ସୁରେନ୍ଦ୍ର ବାରିକ, ସମ୍ପାଦକ କିଶୋର ପଧାନ, ତ୍ରିଲୋଚନ ସାହୁ, କଏଲାସ ବାରିକ, ପ୍ରଶାନ୍ତ ସାହୁ, ସନ୍ତୋଷ ପଧାନ, ସଞ୍ଜୀବ ବାରିକ, ସୁବାଷ ପଧାନ, ମନୋଜ ବାରିକ ଓ ସାତପାଲିର ଅନେକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ସହିତ କୁଲିତା ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories