ଚାନ୍ଦିପୁଟ: ଗଜପତି ଜିଲ୍ଲା ମୋହନା ବନାଞ୍ଚଳ ଅନ୍ତର୍ଗତ ନାରଙ୍ଗୀ ଜଙ୍ଗଲରେ ଲାଗିଛି ନିଆଁ। ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ବନ ବିଭାଗ ସମେତ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସରକାର ସଜାଗ ହେବାକୁ ନିର୍ଦେଶ ରହିଛି। ଚଳିତ ବର୍ଷ ଗ୍ରୀଷ୍ମ ଆରମ୍ଭରୁ ଉତ୍ତାପ ବୃଦ୍ଧି ପାଇଁ ଚାଲିଛି। ଅପରପକ୍ଷରେ ଜଙ୍ଗଲ ରେ ନିଆଁ ଲାଗି ଉତ୍ତାପ ଦ୍ୱିଗୁଣିତ ହେବା ସହ ବହୁ ମୂଲ୍ୟବାନ ଗଛ ଜଳିପୋଡି ପାଉଁଶ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ମୋହନା ବନବିଭାଗ ର କର୍ମଚାରୀ ମାନେ ଉକ୍ତ ଜଙ୍ଗଲରେ ପହଞ୍ଚି ନିଆଁକୁ ଯଥା ସମ୍ଭବ ଆୟତ୍ତ କରୁଛନ୍ତି।
Popular Categories



