www.samajalive.in
Saturday, December 13, 2025
27.1 C
Bhubaneswar

ଦୁଃଖିତ ଓ ଶୋଷିତର ସ୍ୱର ମାନବାଧିକାର ରକ୍ଷକ

ଜି ଉଦୟଗିରି: ଆନ୍ତର୍ଜାତିୟ ମାନବ ଅଧିକାର ରକ୍ଷକ ର ପ୍ରତିଷ୍ଠାତା ତଥା ଅଧକ୍ଷ ମୀନକେତନ ପଟନାୟକ ଆଜି ଜି ଉଦୟଗିରି ନୂତନ ହାତପଦା ଠାରେ ଜିଲ୍ଲା ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକର ନୂତନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି। ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଧ୍ୟକ୍ଷ ମୀନକେତନ ପଟନାୟକ ଯୋଗଦେଇ କହିଛନ୍ତି, ସାଧାରଣ ଜନତା ଯାହା କହିପାରନ୍ତି ନାହିଁ ତାହା ମାନବାଧିକାର ରକ୍ଷକ କର୍ମୀ ମାନେ କହିଥାନ୍ତି।

କନ୍ଧମାଳ ଜିଲ୍ଲା ସଭାପତି ପୁରସ୍ତମ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଜିଲ୍ଲା ସମ୍ପାଦକ ମାଜିରା ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ। ନୂତନ ଜିଲ୍ଲା ମହିଳା ସଭାନେତ୍ରୀ ଭାବେ ସୁସ୍ମିତା ଜେନାଙ୍କୁ ଓ ଜିଲ୍ଲା ସହସଂପାଦକ ଭାବେ ବରିଷ୍ଟ ସାମ୍ବାଦିକ ରାମକୃଷ୍ଣ ଚୌଧୁରୀଙ୍କୁ ନିଯୁକ୍ତି ଦେଇଥିଲେ। ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଏହି ଅନୁଷ୍ଠାନ କିପରି ଅଧିକରୁ ଅଧିକ ଲୋକମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଇବ ତାହା ଉପରେ ମହିଳା ସଭାନେତ୍ରୀ ଗୁରୁତ୍ୱାରୋପ କରିଥିଲେ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories